ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ବିଧାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ବିଧାନ   ବିଶେଷ୍ୟ

ଅର୍ଥ : ଯେଉଁ ବିଧାନ ବା ଆଇନ ଅନୁସାରେ କୌଣସି ରାଜ୍ୟ, ରାଷ୍ଟ୍ର ବା ସଂସ୍ଥାର ସଂଗଠନ, ସଂଚାଳନ, ଏବଂ ବ୍ୟବସ୍ଥା ଉଲ୍ଲେଖ ଥାଏ

ଉଦାହରଣ : ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିବାପାଇଁ ଦୁଇ ବର୍ଷ ଏଗାର ମାସ ଅଠରଦିନ ଲାଗିଥିଲା

वह विधान या कानून जिसके अनुसार किसी राज्य,राष्ट्र या संस्था का संघटन,संचालन और व्यवस्था होती है।

भारतीय संविधान को बनाने में दो वर्ष ग्यारह माह और अठारह दिन लगे थे।
संविधान

Law determining the fundamental political principles of a government.

constitution, fundamental law, organic law