ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ବନ୍ଧହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ବନ୍ଧହୀନ   ବିଶେଷଣ

ଅର୍ଥ : ବିନା ସମ୍ବନ୍ଧର

ଉଦାହରଣ : ପ୍ରକୃତ ସାଧୁ ସମ୍ବନ୍ଧରହିତ ଜୀବନ ଜୀଇଁଥାଏ

ସମକକ୍ଷ : ସମ୍ବନ୍ଧରହିତ

बिना सम्बन्ध का।

सच्चे साधु संबंधरहित जीवन जीते हैं।
अनभिसंबंध, अनभिसम्बन्ध, संबंधरहित, संबंधहीन, सम्बन्धरहित, सम्बन्धहीन

Lacking a logical or causal relation.

unrelated

ଅର୍ଥ : ଯାହା ସମ୍ବନ୍ଧିତ ନୁହେଁ

ଉଦାହରଣ : ପ୍ରେସ୍‌ ବାର୍ତ୍ତା ଅବସରରେ ନେତାଜଣଙ୍କ ପ୍ରଶ୍ନ‌ର ଉତ୍ତର ନଦେଇ ଅପ୍ରସଙ୍ଗ କଥା କହିବାକୁ ଲାଗିଲେ

ସମକକ୍ଷ : ଅପ୍ରସଙ୍ଗ, ଅସମ୍ବନ୍ଧିତ

जिसकी किसी से सङ्गति या मेल न बैठता हो‌।

प्रेस वार्ता के दौरान नेताजी प्रश्नों के उत्तर न देकर असम्बन्धित बातें करने लगे।
अटपट, अटपटा, अनन्वित, अप्रसंग, अबद्ध, अमेल, अमेली, अयुक्त, असंगत, असंबंधित, असंबद्ध, असङ्गत, असम्बद्ध, असम्बन्धित, असूत, परे, संबंधरहित, सम्बन्धरहित

Lacking a logical or causal relation.

unrelated