ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ପୂର୍ଣ୍ଣଭାବେ ଆଚ୍ଛାଦିତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ପୂରାପୂରି ଭାବେ ଢାଙ୍କିବା ବା ଆଚ୍ଛାଦିତ କରିବା

ଉଦାହରଣ : କୁହୁଡ଼ି ଘରକୁ ପୂରାପୂରି ଭାବେ ଢାଙ୍କିଛି

ସମକକ୍ଷ : ପୂରାପୂରି ଭାବେ ଢାଙ୍କିବା, ପୂରାପୂରିଭାବେ ଆବୃତ୍ତ କରିବା, ପୂରାପୂରିଭାବେ ଘୋଡ଼େଇବା, ପୂରାପୂରିଭାବେ ଲୁଚାଇବା

* पूरी तरह से ढँकना या आच्छादित करना।

कुहरे ने घर को पूरी तरह से ढँक दिया है।
पूरी तरह से ढँकना, पूरी तरह से ढाँकना

Enclose or enfold completely with or as if with a covering.

Fog enveloped the house.
enclose, enfold, envelop, enwrap, wrap