ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମିତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମିତି   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ କାମପାଇଁ ଗଢ଼ା ହୋଇଥିବା ସଭା

ଉଦାହରଣ : କୃଷକମାନଙ୍କ ସହାୟତାପାଇଁ ଏହି ସହକାରୀ ସମିତି ଗଠନ କରାଯାଇଛି

ସମକକ୍ଷ : କମିଟି

किसी विशेष कार्य के लिए बनी हुई सभा।

किसानों की सहायता के लिए इस सहकारी समिति का गठन किया गया है।
कमिटी, कमिशन, कमीशन, कमेटी, पेनल, पैनल, समिति

A special group delegated to consider some matter.

A committee is a group that keeps minutes and loses hours.
commission, committee

ଅର୍ଥ : ଲୋକମାନଙ୍କର ଔପଚାରିକ ଦଳ ବା ସଙ୍ଗଠନ

ଉଦାହରଣ : ଫେବୃୟାରୀରେ ସଂସଦ ସଭା ସମାପ୍ତ କରାଯିବ ସଭାରେ ଉପସ୍ଥିତ ସବୁଲୋକଙ୍କୁ ମୁଁ ହାର୍ଦିକ ଅଭିନନ୍ଦନ କରୁଛି

ସମକକ୍ଷ : ଅଭିଷଦ, ଅସୋସିଏଶନ, କମିଟି, ଗୋଷ୍ଠି, ପରିଷଦ, ସଭା

लोगों का औपचारिक दल या संगठन।

सभा में उपस्थित सभी लोगों का मैं हार्दिक अभिनंदन करता हूँ।
अभिषद, असोसिएशन, कमिटी, कमेटी, गोष्ठी, सभा, समज्या, समिति