ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମସରିସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମସରିସା   ବିଶେଷଣ

ଅର୍ଥ : ଆକାର, ପରିମାଣ, ଗୁଣ, ମୂଲ୍ୟ, ମହତ୍ଆଦି ବିଚାରରେ ଏକା ପ୍ରକାରର

ଉଦାହରଣ : ପଡ଼ୋଶୀ ଜଣକ ପିଲାଦୁଇଟିଙ୍କପାଇଁ ସମାନ ରଙ୍ଗର ଲୁଗା କିଣିଚନ୍ତି

ସମକକ୍ଷ : ଅନୁରୂପ, ଏକାପ୍ରକାର, ଏକାଭଳି, ତୁଲ, ତୁଲ୍ୟ, ସଦୃଶ, ସମ, ସମତୁଲ୍ୟ, ସମାନ

आकार, परिमाण, गुण, मूल्य, महत्व आदि के विचार से एक जैसा।

पड़ोसी ने दोनों बच्चों के लिए समान रंग के कपड़े खरीदे हैं।
अनुहरिया, अनुहार, अनुहारि, अपदांतर, अपदान्तर, अविषम, ईंढ, एक ही, कॉमन, तुल्य, तूल, तोल, बराबर, सदृश, सधर्म, सधर्मक, सम, समान, सरिस, सहधर्म, साधर्म, स्वरूप

Closely similar or comparable in kind or quality or quantity or degree.

Curtains the same color as the walls.
Two girls of the same age.
Mother and son have the same blue eyes.
Animals of the same species.
The same rules as before.
Two boxes having the same dimensions.
The same day next year.
same