ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମତଳ ଭୂମି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମତଳ ଭୂମି   ବିଶେଷ୍ୟ

ଅର୍ଥ : ଯେଉଁ ଭୂମିର ପୃଷ୍ଠ ସମତଳ

ଉଦାହରଣ : ସମତଳ ଭୂମିରେ ଚାଷ କରିବା ସହଜ

वह भूमि जिसकी सतह बराबर हो।

समतल भूमि में खेती करना आसान होता है।
अटवी, मैदान, सपाट जमीन, सपाट भूमि, समतल भूमि, समभूमि, समस्थल

A level tract of land.

The salt flats of Utah.
flat

ଅର୍ଥ : ପାର୍ବତୀୟ ପ୍ରଦେଶରେ ଭିନ୍ନ ଭୂ-ଭାଗ ଯାହା ପ୍ରାୟତଃ ସମତଳ ହୋଇଥାଏ

ଉଦାହରଣ : ପର୍ବତଗୁଡିକ ମଝିରେ ଥିବା ସମତଳ ଭୂମିରେ ବସତିସବୁ ଥାଏ

ସମକକ୍ଷ : ମୈଦାନ

पर्वतीय प्रदेश से भिन्न भू-भाग जो प्रायः सपाट होता है।

पर्वतों के बीच के मैदान में बस्तियाँ हैं।
मैदान

Extensive tract of level open land.

They emerged from the woods onto a vast open plain.
He longed for the fields of his youth.
champaign, field, plain