ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଭ୍ୟତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଭ୍ୟତା   ବିଶେଷ୍ୟ

ଅର୍ଥ : ଗୋଟିଏ ବିଶେଷ କାଳରେ ଓ ସ୍ଥାନରେ ଗୋଟିଏ ବିଶେଷ ସମାଜ

ଉଦାହରଣ : ସେ ଭାରତର ଗୋଟିଏ ପ୍ରାଚୀନ ସଭ୍ୟତା ଉପରେ ଅଧ୍ୟୟନ କରୁଛି

ସମକକ୍ଷ : ସଂସ୍କୃତି

एक विशेष समय और स्थान पर एक विशेष समाज।

वह भारत की एक प्राचीन सभ्यता का अध्ययन कर रहा है।
कल्चर, तहज़ीब, तहजीब, संस्कृति, सभ्यता

A particular society at a particular time and place.

Early Mayan civilization.
civilisation, civilization, culture

ଅର୍ଥ : କୌଣସି ଜାତି ବା ରାଷ୍ଟ୍ରର ସେହିସବୁକଥା ଯାହା ତାହାର ସୌଜନ୍ୟ ତଥା ଶିକ୍ଷିତ ଓ ଉନ୍ନତ ହେବାର ସୂଚକ ହୋଇଥାଏ

ଉଦାହରଣ : ହରପ୍ପା ଓ ମହେଞ୍ଜୋଦାରୋ ଭାରତର ପ୍ରାଚୀନ ସଭ୍ୟତାର ଉତ୍କୃଷ୍ଟ ଉଦାହରଣ

किसी जाति या राष्ट्र की वे सब बातें जो उसके सौजन्य तथा शिक्षित और उन्नत होने की सूचक होती हैं।

हड़प्पा और मोहनजोदड़ो भारत की प्राचीन सभ्यता के उत्कृष्ट उदाहरण हैं।
सभ्यता