ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂସ୍କୃତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂସ୍କୃତି   ବିଶେଷ୍ୟ

ଅର୍ଥ : ଗୋଟିଏ ବିଶେଷ କାଳରେ ଓ ସ୍ଥାନରେ ଗୋଟିଏ ବିଶେଷ ସମାଜ

ଉଦାହରଣ : ସେ ଭାରତର ଗୋଟିଏ ପ୍ରାଚୀନ ସଭ୍ୟତା ଉପରେ ଅଧ୍ୟୟନ କରୁଛି

ସମକକ୍ଷ : ସଭ୍ୟତା

एक विशेष समय और स्थान पर एक विशेष समाज।

वह भारत की एक प्राचीन सभ्यता का अध्ययन कर रहा है।
कल्चर, तहज़ीब, तहजीब, संस्कृति, सभ्यता

A particular society at a particular time and place.

Early Mayan civilization.
civilisation, civilization, culture

ଅର୍ଥ : କୌଣସି ବ୍ୟକ୍ତି, ଜାତି, ରାଷ୍ଟ୍ର ଆଦିର ଯେଉଁ ସବୁ ବିଷୟ ସେମାନଙ୍କ ମନ, ରୁଚି, ଆଚାର ବିଚାର, କଳା-କୌଶଳ, ଓ ସଭ୍ୟତା କ୍ଷେତ୍ରରେ ବୌଦ୍ଧିକ ବିକାଶର ସୂଚକ ହୋଇଥାଏ

ଉଦାହରଣ : ବିଦେଶୀ ମଧ୍ୟ ଭରତୀୟ ସଂସ୍କୃତିର ଗୁଣଗାନପାଇଁ ପଛାନ୍ତି ନାହିଁ

किसी व्यक्ति, जाति, राष्ट्र आदि की वे सब बातें जो उसके मन, रुचि,आचार-विचार, कला-कौशल और सभ्यता के क्षेत्र में बौद्धिक विकास की सूचक होती हैं।

विदेशी भी भारतीय संस्कृति का गुणगान गाते नहीं अघाते।
संस्कृति

All the knowledge and values shared by a society.

acculturation, culture