ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସବୁଦିନିଆ କାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସବୁଦିନିଆ କାମ   ବିଶେଷ୍ୟ

ଅର୍ଥ : ପ୍ରତିଦିନ ଦିନସାରା କରାଯାଉଥିବା କାମ ଧନ୍ଦା

ଉଦାହରଣ : ପ୍ରତିଦିନ ବୁଲିବାକୁ ଯିବା ତାର ଦୈନନ୍ଦିନ କାର୍ଯ୍ୟ

ସମକକ୍ଷ : ଦୈନନ୍ଦିନ କାର୍ଯ୍ୟ, ଦୈନନ୍ଦିନ ଗତିବିଧି, ଦୈନିକ କାର୍ଯ୍ୟକଳାପ, ନିତିଦିନିଆ କାମ

नित्य दिन भर में किया जानेवाला कामधंधा।

प्रतिदिन टहलने जाना उसकी दिनचर्या में शामिल है।
दिनचर्या, दैनिक क्रियाकलाप, दैनिक गतिविधि

An unvarying or habitual method or procedure.

modus operandi, routine