ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିତିଦିନିଆ କାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିତିଦିନିଆ କାମ   ବିଶେଷ୍ୟ

ଅର୍ଥ : ପ୍ରତିଦିନ ଆବଶ୍ୟକରୂପେ କରାଯାଉଥିବା କାର୍ଯ୍ୟ

ଉଦାହରଣ : ଦୈନନ୍ଦିନ କର୍ମ ବ୍ୟତୀତ ସେ ଗରିବ ପିଲାଙ୍କୁ ପଢ଼େଇବା କାର୍ଯ୍ୟ ମଧ୍ୟ କରୁଛି

ସମକକ୍ଷ : ଦୈନନ୍ଦିନ କର୍ମ, ଦୈନିକ କର୍ମ

प्रतिदिन आवश्यक रूप से किए जानेवाले कार्य।

नित्यकर्म के अतिरिक्त वह ग़रीब बच्चों को पढ़ाने का काम भी करती है।
दैनिक कर्म, नित्यकर्म, नित्यचर्या

ଅର୍ଥ : ପ୍ରତିଦିନ ଦିନସାରା କରାଯାଉଥିବା କାମ ଧନ୍ଦା

ଉଦାହରଣ : ପ୍ରତିଦିନ ବୁଲିବାକୁ ଯିବା ତାର ଦୈନନ୍ଦିନ କାର୍ଯ୍ୟ

ସମକକ୍ଷ : ଦୈନନ୍ଦିନ କାର୍ଯ୍ୟ, ଦୈନନ୍ଦିନ ଗତିବିଧି, ଦୈନିକ କାର୍ଯ୍ୟକଳାପ, ସବୁଦିନିଆ କାମ

नित्य दिन भर में किया जानेवाला कामधंधा।

प्रतिदिन टहलने जाना उसकी दिनचर्या में शामिल है।
दिनचर्या, दैनिक क्रियाकलाप, दैनिक गतिविधि

An unvarying or habitual method or procedure.

modus operandi, routine