ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଫା କରାଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଫା କରାଯିବା   କ୍ରିୟାପଦ

ଅର୍ଥ : ପାଣି, ସାବୁନ ଆଦିରେ ସଫାକରାଯିବା ବା ଧୁଆ ଯିବା

ଉଦାହରଣ : ଆଜିକାଲି ମେଶିନରେ ଲୁଗାପଟା ସଫା କରାଯାଉଛି

ସମକକ୍ଷ : କଚାଯିବା, ଧୁଆଯିବା

पानी, साबुन आदि से साफ किया जाना या धोया जाना।

आजकल मशीन में कपड़े धुलते हैं।
धुलना

Cleanse with a cleaning agent, such as soap, and water.

Wash the towels, please!.
launder, wash