ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସପ୍ତମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସପ୍ତମ   ବିଶେଷ୍ୟ

ଅର୍ଥ : ଷଷ୍ଠ ଶ୍ରେଣୀର ଉପର ଶ୍ରେଣୀ

ଉଦାହରଣ : ମୋହନ ସପ୍ତମରେ ପଢ଼ୁଛି

ସମକକ୍ଷ : ସପ୍ତମ ଶ୍ରେଣୀ

ସପ୍ତମ   ବିଶେଷଣ

ଅର୍ଥ : ଗଣନାରେ ସାତ ସ୍ଥାନରେ ଆସୁଥିବା ସଂଖ୍ୟା

ଉଦାହରଣ : ଶିକ୍ଷକ ପିଲାମାନଙ୍କୁ ସପ୍ତମ ଶ୍ଲୋକଟି ବୋଲିବାକୁ କହିଲେ

ସମକକ୍ଷ : ୭ମ

गणना में सात के स्थान पर आने वाला।

शिक्षक ने विद्यार्थियों को सातवाँ श्लोक याद करने के लिए कहा।
थोड़ी सी बड़ाई की नहीं कि वह सातवें आसमान पर चढ़ गया।
7वाँ, सप्तम, सातवाँ, ७वाँ

Coming next after the sixth and just before the eighth in position.

7th, seventh