ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସନ୍ୟାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସନ୍ୟାସ   ବିଶେଷ୍ୟ

ଅର୍ଥ : ହିନ୍ଦୁମାନଙ୍କର ଚାରି ଆଶ୍ରମ ମଧ୍ୟରୁ ଶେଷଟି ଯେଉଁଥିରେ ତ୍ୟାଗୀ ଓ ବିରାଗୀ ହୋଇ ସବୁ କାମ ନିଷ୍କାମ ଭାବେ କରାଯାଏ

ଉଦାହରଣ : ପ୍ରାଚୀନ କାଳରେ ଲୋକେ ବାନପ୍ରସ୍ଥପରେ ନିଜର ସବୁ ଦାୟିତ୍ୱ ପିଲାମାନଙ୍କ ଉପରେ ଛାଡ଼ିଦେଇ ସନ୍ୟାସ ଗ୍ରହଣ କରୁଥିଲେ

ସମକକ୍ଷ : ସନ୍ୟାସାଶ୍ରମ

हिंदुओं के चार आश्रमों में से अंतिम,जिसमें त्यागी और विरक्त होकर सब कार्य निष्काम भाव से किए जाते हैं।

प्राचीन काल में लोग वानप्रस्थ के बाद अपनी ज़िम्मेदारी बच्चों को सौंप कर संन्यास ले लेते थे।
संन्यास, संन्यासाश्रम, सन्यास, सन्यासाश्रम

ଅର୍ଥ : କିଛି ଖେଳ ଆଦିରେ ବା କୌଣସି କର୍ମରେ ସବୁ ସମୟରେ ଦୂରେଇ ଯିବାର କ୍ରିୟା

ଉଦାହରଣ : ହୋଇପାରେ ସଚିନ୍ ବିଶ୍ବକପ୍ ପରେ କ୍ରିକେଟରୁ ସନ୍ୟାସ ନେଇପାରନ୍ତି

किसी खेल आदि से या किसी विशेष कर्म से सदा के लिए दूर होने की क्रिया।

शायद सचिन विश्वकप के बाद क्रिकेट से संन्यास ले लें।
संन्यास, सन्यास

The state of being retired from one's business or occupation.

retirement