ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସନ୍ୟାସାଶ୍ରମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସନ୍ୟାସାଶ୍ରମ   ବିଶେଷ୍ୟ

ଅର୍ଥ : ହିନ୍ଦୁମାନଙ୍କର ଚାରି ଆଶ୍ରମ ମଧ୍ୟରୁ ଶେଷଟି ଯେଉଁଥିରେ ତ୍ୟାଗୀ ଓ ବିରାଗୀ ହୋଇ ସବୁ କାମ ନିଷ୍କାମ ଭାବେ କରାଯାଏ

ଉଦାହରଣ : ପ୍ରାଚୀନ କାଳରେ ଲୋକେ ବାନପ୍ରସ୍ଥପରେ ନିଜର ସବୁ ଦାୟିତ୍ୱ ପିଲାମାନଙ୍କ ଉପରେ ଛାଡ଼ିଦେଇ ସନ୍ୟାସ ଗ୍ରହଣ କରୁଥିଲେ

ସମକକ୍ଷ : ସନ୍ୟାସ

हिंदुओं के चार आश्रमों में से अंतिम,जिसमें त्यागी और विरक्त होकर सब कार्य निष्काम भाव से किए जाते हैं।

प्राचीन काल में लोग वानप्रस्थ के बाद अपनी ज़िम्मेदारी बच्चों को सौंप कर संन्यास ले लेते थे।
संन्यास, संन्यासाश्रम, सन्यास, सन्यासाश्रम