ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସନ୍ଦେହୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସନ୍ଦେହୀ   ବିଶେଷ୍ୟ

ଅର୍ଥ : ସନ୍ଦେହ କରୁଥିବା ବ୍ୟକ୍ତି

ଉଦାହରଣ : ସନ୍ଦେହୀ ପ୍ରତ୍ୟେକ ବ୍ୟକ୍ତିକୁ ସନ୍ଦେହ କରେ

शंका करने वाला व्यक्ति।

शक्की हर किसी पर शक करता है।
अप्रत्ययी, शंकालु, शक्की

ସନ୍ଦେହୀ   ବିଶେଷଣ

ଅର୍ଥ : ଯେ ସଂଦେହ କରେ

ଉଦାହରଣ : ସଂଶୟୀ ବ୍ୟକ୍ତି ସନ୍ଦେହୀ ନଜରରେ ସମସ୍ତଙ୍କୁ ଦେଖୁଥିଲା

ସମକକ୍ଷ : ଶଙ୍କିତ, ସଂଦେହୀ, ସଂଶୟକାରୀ, ସଂଶୟୀ, ସଶଙ୍କିତ

जिसे संदेह हुआ हो।

सशंकित व्यक्ति शंका की नजर से सबको देख रहा था।
अभिशंकित, अभिशङ्कित, आशंकित, आशङ्कित, शंकायुक्त, शंकित, शङ्कायुक्त, शङ्कित, सशंक, सशंकित, सशङ्क, सशङ्कित

Experiencing a sudden sense of danger.

alarmed

ଅର୍ଥ : ଯିଏ ସହଜରେ କୌଣସି ବ୍ୟକ୍ତି ବା କଥା ବିଶ୍ୱାସ କରେ ନାହିଁ

ଉଦାହରଣ : ମାନସୀ ତାର ସଂଶୟୀ ସ୍ୱାମୀ ପାଇଁ ବହୁତ ଚିନ୍ତିତ‌

ସମକକ୍ଷ : ଅପ୍ରତ୍ୟୟୀ, ସଂଶୟୀ

जो सहज में किसी व्यक्ति या बात आदि का विश्वास न करता हो।

मानसी अपने संशयी पति से बहुत परेशान है।
अप्रत्ययी, विशयी, शंकालु, शंकाशील, शक्की, संदेही, संशयशील, संशयी

Openly distrustful and unwilling to confide.

leery, mistrustful, suspicious, untrusting, wary