ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପ୍ରତ୍ୟୟୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପ୍ରତ୍ୟୟୀ   ବିଶେଷଣ

ଅର୍ଥ : ଯିଏ ସହଜରେ କୌଣସି ବ୍ୟକ୍ତି ବା କଥା ବିଶ୍ୱାସ କରେ ନାହିଁ

ଉଦାହରଣ : ମାନସୀ ତାର ସଂଶୟୀ ସ୍ୱାମୀ ପାଇଁ ବହୁତ ଚିନ୍ତିତ‌

ସମକକ୍ଷ : ସଂଶୟୀ, ସନ୍ଦେହୀ

जो सहज में किसी व्यक्ति या बात आदि का विश्वास न करता हो।

मानसी अपने संशयी पति से बहुत परेशान है।
अप्रत्ययी, विशयी, शंकालु, शंकाशील, शक्की, संदेही, संशयशील, संशयी

Openly distrustful and unwilling to confide.

leery, mistrustful, suspicious, untrusting, wary