ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଦାସର୍ବଦା ଆସୁଥିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେ ଶୀଘ୍ର ଶୀଘ୍ର ବା ବାରଂବାର ଆସେ

ଉଦାହରଣ : ପ୍ରାୟ ଆସୁଥିବା ଅଭିଯୋଗରେ ମୁଁ ହଇରାଣ ହୋଇଗଲାଣି ମୋର ବାରଂବାର ଆସୁଥିବା ସାଙ୍ଗମାନଙ୍କ ମଧ୍ୟରୁ ରାମମୋହନ ଅନ୍ୟତମ

ସମକକ୍ଷ : ନିତି ଆସୁଥିବା, ପ୍ରାୟ ଆସୁଥିବା, ବାରଂବାର ଆସୁଥିବା, ସଦାବେଳେ ଆସୁଥିବା

* जो जल्दी-जल्दी या बार-बार आता हो।

प्रायः आनेवाली शिकायतों से मैं परेशान हो गया हूँ।
मेरे प्रायः आनेवाले मित्रों में से राममनोहर एक हैं।
नित्य आनेवाला, प्रायः आनेवाला, बार-बार आनेवाला

Coming at short intervals or habitually.

A frequent guest.
Frequent complaints.
frequent