ଅର୍ଥ : କୃଷ୍ଣଙ୍କ ଜଣେ ପାଟରାଣୀ
ଉଦାହରଣ :
ସତ୍ୟା କୋଶଳ ରାଜା ନଗ୍ନଜିତଙ୍କ କନ୍ୟା ଥିଲେ
ଅର୍ଥ : ଯେଉଁ ଧୀବର କନ୍ୟାଙ୍କର ବିବାହ ରାଜା ଶାନ୍ତନୁଙ୍କ ସହିତ ହୋଇଥିଲା
ଉଦାହରଣ :
ସତ୍ୟବତୀଙ୍କ ପ୍ରତିଜ୍ଞା ପୂର୍ଣ୍ଣ କରିବାପାଇଁ ଭୀଷ୍ମପିତାମହ ପଣ କରିଥିଲେ
ସମକକ୍ଷ : ମତ୍ସ୍ୟଗଂଧା, ମତ୍ସ୍ୟଗନ୍ଧା, ମୀନଗଂଧା, ମୀନଗନ୍ଧା, ଯୋଜନ ଗଂଧା, ଯୋଜନଗନ୍ଧା, ସତ୍ୟବତୀ