ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଙ୍କୁଚନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଙ୍କୁଚନ   ବିଶେଷ୍ୟ

ଅର୍ଥ : ଟାଣିବାର ଅବସ୍ଥା ବା ଭାବ

ଉଦାହରଣ : ମୋ ଗୋଡ଼ର ଶିରାରେ ସଙ୍କୁଚନ ଘଟିଛି

खिंचने की अवस्था या भाव।

मेरे पैर की नसों में खिंचाव आ गया है।
खिंचाव, खिंचावट, खिंचाहट

The physical condition of being stretched or strained.

It places great tension on the leg muscles.
He could feel the tenseness of her body.
tautness, tenseness, tension, tensity

ଅର୍ଥ : ସଙ୍କୁଚିତ ହେବାର ପ୍ରକ୍ରିୟା

ଉଦାହରଣ : ଚର୍ମ ସଙ୍କୁଚନ କାରଣରୁ ତାଙ୍କ ମଥାରେ ତିନୋଟି ସ୍ପଷ୍ଟ ରେଖା ଦିଶୁଛି

सिकुड़ने की क्रिया।

त्वचा की सिकुड़न के कारण उनके माथे पर तीन स्पष्ट धारियाँ दिखाई देती हैं।
आकुंचन, आकुञ्चन, आमर्द, संकुचन, संकोचन, सिकुड़न, सिकुड़ना

Process or result of becoming less or smaller.

The material lost 2 inches per yard in shrinkage.
shrinkage, shrinking