ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଙ୍କରତ୍ୱ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଙ୍କରତ୍ୱ   ବିଶେଷ୍ୟ

ଅର୍ଥ : ଉନ୍ନତ କିସମର ପ୍ରଜାତି ସୃଷ୍ଟି କରିବାପାଇଁ ବା ନୂଆ ଜାତି ବା ବର୍ଗ ଉତ୍ପନ୍ନ କରିବାପାଇଁ ଭିନ୍ନ ଭିନ୍ନ ଜାତି ବା ବର୍ଗର ଜନ୍ତୁ ବା ବୃକ୍ଷଲତା ମାନଙ୍କ ମଧ୍ୟରେ ସଂସର୍ଗ କରାଇବାର ପ୍ରକ୍ରିୟା

ଉଦାହରଣ : ଘୋଡ଼ା ଓ ଗଧର ସଙ୍କରତ୍ୱରୁ ଖଚର ସୃଷ୍ଟି ହୁଏ

उन्नत किस्म बनाने या कोई नई जाति या वर्ग उत्पन्न करने के लिए भिन्न-भिन्न जातियों या वर्गों के जन्तुओं या पौधों में संसर्ग कराने की क्रिया।

घोड़े और गधे के संकर से खच्चर बना है।
संकर, सङ्कर

(genetics) the act of mixing different species or varieties of animals or plants and thus to produce hybrids.

cross, crossbreeding, crossing, hybridisation, hybridization, hybridizing, interbreeding