ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଗୋତ୍ରୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଗୋତ୍ରୀୟ   ବିଶେଷ୍ୟ

ଅର୍ଥ : ଗୋଟିଏ ବା ସମାନ ଗୋତ୍ରର ବ୍ୟକ୍ତି

ଉଦାହରଣ : ଏହି ସମାରୋହରେ ରାମର ସମସ୍ତ ସଗୋତ୍ରୀୟ ଉପସ୍ଥିତ ଥିଲେ

ସମକକ୍ଷ : ଗୋତ୍ରୀ, ଗୋତ୍ରୀୟ, ସଗୋତ୍ରୀ, ସମଗୋତ୍ରୀୟ

एक ही या समान गोत्र का व्यक्ति।

इस समारोह में राम के सभी गोत्री उपस्थित थे।
गोतिया, गोती, गोत्री, गोत्रीय, सगोत्री, सगोत्रीय

ସଗୋତ୍ରୀୟ   ବିଶେଷଣ

ଅର୍ଥ : ସମାନ ଗୋତ୍ରର

ଉଦାହରଣ : ବାହ୍ମଣଙ୍କ ମଧ୍ୟରେ ସଗୋତ୍ରୀୟ ପରିବାର ମଧ୍ୟରେ ସମ୍ବନ୍ଧ ସ୍ଥାପନ କରାଯାଏ ନାହିଁ

ସମକକ୍ଷ : ଗୋତ୍ରୀ, ଗୋତ୍ରୀୟ, ସଗୋତ୍ରୀ‍, ସମଗୋତ୍ରୀୟ

समान गोत्र वाला।

ब्राह्मणों में गोत्रीय परिवारों के बीच विवाह संबंध स्थापित नहीं किए जाते।
गोतिया, गोती, गोत्री, गोत्रीय, सकुल्य, सगोत्री, सगोत्रीय