ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂସ୍କରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂସ୍କରଣ   ବିଶେଷ୍ୟ

ଅର୍ଥ : ଦ୍ବିଜ ଜାତୀୟମାନଙ୍କ ନିମନ୍ତେ ବିହିତ ସଂସ୍କାର କରିବା କ୍ରିୟା

ଉଦାହରଣ : ପଣ୍ଡିତେ ବର୍ତ୍ତମାନ ସଂସ୍କରଣରେ ଲାଗିଛନ୍ତି

द्विजातियों के लिए विहित संस्कार करने की क्रिया।

पंडित जी अभी संस्करण में लगे हैं।
संस्करण

Something that people do or cause to happen.

act, deed, human action, human activity

ଅର୍ଥ : ଭଲ,ନୂଆ ଏବଂସୁନ୍ଦର ରୂପ ଦେବାର କ୍ରିୟା

ଉଦାହରଣ : ଏବେ ଏଥିରେ ଆହୁରି ଅଧିକ ସଂସ୍କରଣର ଆବଶ୍ୟକତା ରହିଛି

ଅର୍ଥ : ପୁସ୍ତକର ପ୍ରଥମ ଛପାକାମ

ଉଦାହରଣ : ଏହି ପୁସ୍ତକର ପ୍ରଥମ ସଂସ୍କରଣ ବଜାରକୁ ଆସିଯାଇଛି

पुस्तकों, पत्रिकाओं आदि की एक बार की छपाई।

इस पुस्तक का प्रथम संस्करण बाजार में आ गया है।
आवृत्ति, वर्जन, संस्करण

The form in which a text (especially a printed book) is published.

edition