ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂମିଶ୍ରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂମିଶ୍ରଣ   ବିଶେଷ୍ୟ

ଅର୍ଥ : ଜଟିଳ ଓ ସମ୍ବନ୍ଧିତ ଅଂଶଗୁଡ଼ିକ ମିଶି ସୃଷ୍ଟି ହେଉଥିବା ଏକ ବୈଚାରିକ ସମ୍ପୂର୍ଣ୍ଣତା

ଉଦାହରଣ : ଭବନ, ସଡ଼କ ଆଦିର ସଂଯୋଜନଦ୍ୱାରା ଏକ ନୂଆ ସହର ସୃଷ୍ଟିହେଲା

ସମକକ୍ଷ : ସଂଯୋଜନ

* एक वैचारिक संपूर्णता जो जटिल और संबंधित भागों से मिलकर बनती है।

भवनों, सड़कों आदि के संयोजन से एक नया शहर बन गया।
संयोजन

A conceptual whole made up of complicated and related parts.

The complex of shopping malls, houses, and roads created a new town.
complex, composite

ଅର୍ଥ : ବିଚାର ଆଦିକୁ ଏକାଠି ମିଶାଇ ଏକ ନୂଆ ବା ଭିନ୍ନ ଓ ଉପଯୁକ୍ତ ବିଚାର ପ୍ରସ୍ତୁତ କରିବା ପ୍ରକ୍ରିୟା

ଉଦାହରଣ : ସଂମିଶ୍ରଣରୁ ପ୍ରାପ୍ତ ବିଚାର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ

ସମକକ୍ଷ : ସଂଶ୍ଳେଷ

* विचारों आदि को एक में मिलाकर एक नया या एक अलग और उपयुक्त विचार बनाने की क्रिया।

संमिश्रण से प्राप्त विचार बहुत ही महत्वपूर्ण होते हैं।
मानसिक संमिश्रण, मानसिक सम्मिश्रण, संमिश्रण, सम्मिश्रण

The combination of ideas into a complex whole.

synthesis, synthetic thinking