ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଯୋଜନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଯୋଜନ   ବିଶେଷ୍ୟ

ଅର୍ଥ : ସନ୍ନିହିତ ହେବାର କ୍ରିୟା ବା ଭାବ

ଉଦାହରଣ : ଏହି ଔଷଧରେ ବହୁ ତତ୍ତ୍ୱର ସମାବେଶ ହୋଇଛି

ସମକକ୍ଷ : ସମାବେଶ

सन्निहित होने की क्रिया या भाव।

इस औषधि में कई तत्वों का समावेश है।
अंतःग्रहण, अंतर्ग्रहण, अंतर्भाव, अन्तर्भाव, संयोजन, समावेश

The act of including.

inclusion

ଅର୍ଥ : ଜଟିଳ ଓ ସମ୍ବନ୍ଧିତ ଅଂଶଗୁଡ଼ିକ ମିଶି ସୃଷ୍ଟି ହେଉଥିବା ଏକ ବୈଚାରିକ ସମ୍ପୂର୍ଣ୍ଣତା

ଉଦାହରଣ : ଭବନ, ସଡ଼କ ଆଦିର ସଂଯୋଜନଦ୍ୱାରା ଏକ ନୂଆ ସହର ସୃଷ୍ଟିହେଲା

ସମକକ୍ଷ : ସଂମିଶ୍ରଣ

* एक वैचारिक संपूर्णता जो जटिल और संबंधित भागों से मिलकर बनती है।

भवनों, सड़कों आदि के संयोजन से एक नया शहर बन गया।
संयोजन

A conceptual whole made up of complicated and related parts.

The complex of shopping malls, houses, and roads created a new town.
complex, composite