ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଚାଳନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଚାଳନ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟବସ୍ଥାଦ୍ୱାରା କୌଣସି କାର୍ଯ୍ୟ ଚାଲେ

ଉଦାହରଣ : ଏହି ସଂସ୍ଥାର ସଂଚାଳନ ଉତ୍ତମ ରୂପେ ହେଉଛି

ऐसा प्रबंध या व्यवस्था करने की क्रिया जिसमें कोई काम चलता या होता रहे।

इस संस्था का संचालन बहुत अच्छी तरह से हो रहा है।
अवधान, संचालन

ଅର୍ଥ : ଗତି ଉତ୍ପନ୍ନ କରୁଥିବା ବା ଚଳାଉଥିବା କ୍ରିୟା

ଉଦାହରଣ : ବିଜୁଳି ଦ୍ୱାରା ବଡ଼ ବଡ଼ ମେସିନର ସଂଚାଳନ ସହଜରେ ହୁଏ

गति देने या चलाने की क्रिया।

विद्युत द्वारा बड़ी-बड़ी मशीनों का संचालन सरलतापूर्वक होता है।
संचालन