ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଗସାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଗସାର   ବିଶେଷ୍ୟ

ଅର୍ଥ : ଯେଉଁ ଦଣ୍ଡରେ ଅପରାଧୀକୁ ଭୂଇଁରେ ଅଧା ପୋତି ପୁଣି ତା ଉପରେ ଲୋକମାନଙ୍କଦ୍ୱାରା ପଥର ମାଡ଼ କରାଯାଏ

ଉଦାହରଣ : ପ୍ରାଚୀନ କାଳରେ ଆରବ ଆଦି ଦେଶରେ ସଂଗସାର ଦଣ୍ଡ ଦିଆ ଯାଉଥିଲା

ସମକକ୍ଷ : ସଂଗସାର ଦଣ୍ଡ

एक प्रकार का दंड जिसमें अपराधी को जमीन में आधा गाड़कर फिर लोगों द्वारा पत्थरों से उसे मारा जाता है।

प्राचीनकाल में अरब आदि देशों में संगसार दिया जाता था।
संगसार