ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂକୀର୍ଣ୍ଣତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂକୀର୍ଣ୍ଣତା   ବିଶେଷ୍ୟ

ଅର୍ଥ : କମ୍ ଚଉଡ଼ା ହେବାର ଅବସ୍ଥା

ଉଦାହରଣ : ରାସ୍ତାର ସଂକୀର୍ଣ୍ଣତା କାରଣରୁ ଗମନାଗମନରେ ଅସୁବିଧା ହେଉଥିଲା

सँकरा या कम चौड़ा होने की अवस्था।

मार्ग की संकीर्णता के कारण आवागमन में व्यवधान उत्पन्न होता है।
संकीर्णता, संकुलता, सकरापन

ଅର୍ଥ : ସଂକୀର୍ଣ୍ଣ ବିଚାରର ଅବସ୍ଥା

ଉଦାହରଣ : ମାନସିକ ସଂକୀର୍ଣ୍ଣତା ରୁଢ଼ିବାଦକୁ ପ୍ରଶ୍ରୟ ଦିଏ

ସମକକ୍ଷ : କ୍ଷୁଦ୍ରମନା

विचारों में संकीर्ण होने की अवस्था।

मानसिक संकीर्णता रूढ़ियों को पोषित करती हैं।
संकीर्णता, संकुलता

Narrowness of mind or ideas or views.

pettiness