ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଷ୍ଫୁଟିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଷ୍ଫୁଟିତ   ବିଶେଷଣ

ଅର୍ଥ : ଫୁଟିଥିବା ବା ଖୋଲି ହୋଇଥିବା

ଉଦାହରଣ : ପ୍ରଷ୍ଫୁଟିତ ପଦ୍ମ ସାରା ପୁଷ୍କରିଣୀର ଶୋଭାବର୍ଦ୍ଧନ କରୁଛି

ସମକକ୍ଷ : ପ୍ରଷ୍ଫୁଟ, ପ୍ରଷ୍ଫୁଟିତ, ଫୁଟା

फूटा या खुला हुआ।

प्रस्फुटित कमल पूरे तालाब की शोभा बढ़ा रहा है।
प्रफुल्ल, प्रस्फुट, प्रस्फुटित, स्फुटित