ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଷ୍ଟେଟ ଡିପାର୍ଟମେଣ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ବିଦେଶୀ ନୀତିଗୁଡ଼ିକ ପ୍ରସ୍ତୁତକରି ତାଉପରେ ବିଚାର ବିମର୍ଶ କରୁଥିବା ଆମେରିକାର ସଂଘୀୟ ବିଭାଗ

ଉଦାହରଣ : ସତରଶ ଅଣାଅଶୀ ମସିହାରେ ଷ୍ଟେଟ ଡିପାର୍ଟମେଣ୍ଟ ସ୍ଥାପନ କରାଯାଇଥିଲା

ସମକକ୍ଷ : ଆମେରିକୀୟ ଷ୍ଟେଟ ଡିପାର୍ଟମେଣ୍ଟ

* अमरीका का संघीय विभाग जो विदेशी नीतियों को बनाता और उन पर विचार-विमर्श करता है।

स्टेट डिपार्टमेंट की स्थापना सत्तरह सौ नवासी में हुई थी।
अमरीकी स्टेट डिपार्टमेंट, स्टेट डिपार्टमेंट

The federal department in the United States that sets and maintains foreign policies.

The Department of State was created in 1789.
department of state, dos, state, state department, united states department of state