ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଷୋହଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଷୋହଳ   ବିଶେଷ୍ୟ

ଅର୍ଥ : ଦଶରେ ଛଅ ମିଶିଲେ ମିଳୁଥିବା ସଂଖ୍ୟା

ଉଦାହରଣ : ଆଠ ଓ ଆଠ ମିଶି ଷୋହଳ ହୁଏ

ସମକକ୍ଷ : ୧୬

दस और छः के योग से प्राप्त अंक।

आठ और आठ सोलह होता है।
16, XVI, सोलह, १६

The cardinal number that is the sum of fifteen and one.

16, sixteen, xvi

ଅର୍ଥ : କୌଣସି ଇଂରେଜୀ ମାସର ଷୋହଳ ଦିନ ପଡ଼ୁଥିବା ତାରିଖ

ଉଦାହରଣ : ଏମାସ ଷୋହଳ ତାରିଖରେ ଈଦ ପଡ଼ୁଛି

ସମକକ୍ଷ : ଷୋହଳ ତାରିଖ

ଷୋହଳ   ବିଶେଷଣ

ଅର୍ଥ : ଦଶ ଏବଂ ଛଅ

ଉଦାହରଣ : ଚିଖୁରୀ ଷୋହଳ ବର୍ଷ ବୟସରୁ ମହାଜନଙ୍କ ଘରେ କାମ କରିଆସୁଛି

ସମକକ୍ଷ : ୧୬

दस और छः।

चिखुरी सोलह साल से महाजन के घर काम कर रहा है।
16, XVI, षोडश, सोलह, १६

Being one more than fifteen.

16, sixteen, xvi