ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଷୋହଳ ଶୃଙ୍ଗାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଷୋହଳ ଶୃଙ୍ଗାର   ବିଶେଷ୍ୟ

ଅର୍ଥ : ବିବାହିତ ସ୍ତ୍ରୀର ସଂପୂର୍ଣ୍ଣ ଷୋହଳଟି ଶୃଙ୍ଗାର, ଯଥା ସୌନ୍ଦର୍ଯ୍ୟବର୍ଦ୍ଧକ ଲେପ ଲଗାଇବା, ସ୍ନାନ କରିବା, ସ୍ୱଚ୍ଛବସ୍ତ୍ର ଧାରଣ କରିବା, କେଶବିନ୍ୟାସ କରିବା, ଆଖିରେ ଅଞ୍ଜନ ଲଗାଇବା, ସୀମନ୍ତରେ ସିନ୍ଦୂର ଲଗାଇବା, ଅଳତା ଲଗାଇବା, ମଥାରେ ତିଳକ ଲଗାଇବା, ଚିବୁକରେ ତିଳଚିହ୍ନ ଆଙ୍କିବା, ମେହେନ୍ଦୀ ଲଗାଇବା, ଅତର ଆଦି ସୁଗନ୍ଧିତ ଦ୍ରବ୍ୟ ଲଗାଇବା, ଅଳଙ୍କାର ପିନ୍ଧିବା, ଫୁଲମାଳ ଧାରଣ କରିବା, ମିସି ଲଗାଇବା, ପାନ ଖାଇବା ଏବଂ ଓଠ ରଙ୍ଗାଇବା

ଉଦାହରଣ : ନୃତ୍ୟାଙ୍ଗନା ଷୋହଳ ଶୃଙ୍ଗାରରେ ସଜ୍ଜେଇ ହୋଇଥିଲା

विवाहित स्त्री का संपूर्ण शृंगार जो सोलह माने गए हैं जो ये हैं- अंग में उबटन लगाना, स्नान, स्वच्छ वस्त्र धारण, बाल सँवारना, नयानांजन लगाना, माँग में सिंदूर लगाना, महावर लगाना, मस्तक पर तिलक, चिबुक पर तिल बनाना, मेंहदी रचाना, इत्र आदि सुगंधित द्रव्य लगाना, आभूषण पहनना, पुष्पमाला धारण करना, मिस्सी लगाना, पान खाना एवं होंठों को रंगना।

नृत्यांगना सोहल सिंगार की हुई थी।
नौसत, सोलह शृंगार, सोलह सिंगार