ଅର୍ଥ : ହିନ୍ଦୀ ବର୍ଣ୍ଣମାଳାର ତ୍ରିଂଶତମ ବ୍ୟଞ୍ଜନ ବର୍ଣ୍ଣ ଯାହା ମହାପ୍ରାଣ ଏବଂ ଏହାର ଉଚ୍ଚାରଣରେ ଏକ ପ୍ରକାରର ଘର୍ଷଣ ହେତୁ ଏହାକୁ ଉଷ୍ମ ବର୍ଣ୍ଣ ମଧ୍ୟ କୁହାଯାଏ
ଉଦାହରଣ :
ଶ ବର୍ଣ୍ଣର ଉଚ୍ଚାରଣ ସ୍ଥାନ ତାଳୁ ହୋଇଥିବାରୁ ଏହାକୁ ତାଲବ୍ୟ ଶ କୁହାଯାଏ
ସମକକ୍ଷ : ଶ ବ୍ୟଞ୍ଜନ ବର୍ଣ୍ଣ