ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ୱାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ୱାସ   ବିଶେଷ୍ୟ

ଅର୍ଥ : ପ୍ରାଣୀମାନଙ୍କ ଦ୍ୱାରା ନାକ ବା ମୁଁହରେ ନିଆ ଯାଉଥିବା ପବନ

ଉଦାହରଣ : ପ୍ରଶ୍ୱାସରେ ଅମ୍ଳଜାନର ମାତ୍ରା ଅଧିକ ଥାଏ

ସମକକ୍ଷ : ପ୍ରଶ୍ୱାସ

प्राणियों द्वारा नाक या मुँह से ली जाने वाली हवा।

साँस में ऑक्सीजन की मात्रा अधिक होती है।
दम, श्वास, साँस, सांस

ଅର୍ଥ : ନାକ କିମ୍ବା ମୁଁହରେ ଶ୍ୱାସ ନେବା ଆଣିବାର କ୍ରିୟା

ଉଦାହରଣ : ଶ୍ୱାସ ପ୍ରଶ୍ୱାସ ହିଁ ସଜୀବ ପ୍ରାଣୀମାନଙ୍କର ଲକ୍ଷଣ

ସମକକ୍ଷ : ନିଶ୍ୱାସ, ଶ୍ୱାସ ପ୍ରଶ୍ୱାସ, ଶ୍ୱାସନ କ୍ରିୟା

नाक या मुँह से साँस लेने और छोड़ने की क्रिया।

रोगी की साँस की गति धीमी होती जा रही है।
अवान, नफ़स, श्वसन, श्वसन क्रिया, श्वसन-क्रिया, श्वास, श्वासोच्छवास, साँस, सांस

The process of taking in and expelling air during breathing.

He took a deep breath and dived into the pool.
He was fighting to his last breath.
breath

ଅର୍ଥ : ନାକ ବା ମୁହଁଦ୍ୱାରା ପ୍ରାଣୀମାନଙ୍କର ବାୟୁ ଗ୍ରହଣ କରିବାର ପ୍ରକ୍ରିୟା

ଉଦାହରଣ : ଶ୍ୱାସ ଓ ପ୍ରଶ୍ୱାସ ଶ୍ୱସନ କ୍ରିୟାର ଅନ୍ତର୍ଗତ

ସମକକ୍ଷ : ପ୍ରଶ୍ୱାସ

नाक या मुँह से प्राणियों के हवा खींचने की क्रिया।

श्वास और प्रश्वास श्वसन क्रिया में निहित हैं।
अंतःश्वसन, अन्तःश्वसन, आश्वास, श्वास, श्वास ग्रहण, श्वास लेना, साँस भरना, साँस लेना, सांस खींचना, सांस भरना, सांस लेना

The act of inhaling. The drawing in of air (or other gases) as in breathing.

aspiration, breathing in, inhalation, inspiration, intake

ଅର୍ଥ : କଫ ଏବଂ ବାୟୁ ପ୍ରକୋପରେ ଉତ୍ପନ୍ନ ହେଉଥିବା ଏକ ରୋଗ

ଉଦାହରଣ : ଶ୍ୱାସରେ ଗଳା ଏବଂ ଫୁସଫୁସରେ ଫୁଲା ହୋଇଥାଏ

ସମକକ୍ଷ : କ୍ଷୟରୋଗ

कफ और वायु के प्रकोप से उत्पन्न होनेवाला एक रोग।

बलास में गले और फेंफड़े में सूजन आ जाती है।
बलाश, बलास