ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଶ୍ୱାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଶ୍ୱାସ   ବିଶେଷ୍ୟ

ଅର୍ଥ : ପ୍ରାଣୀମାନଙ୍କ ଦ୍ୱାରା ନାକ ବା ମୁଁହରେ ନିଆ ଯାଉଥିବା ପବନ

ଉଦାହରଣ : ପ୍ରଶ୍ୱାସରେ ଅମ୍ଳଜାନର ମାତ୍ରା ଅଧିକ ଥାଏ

ସମକକ୍ଷ : ଶ୍ୱାସ

प्राणियों द्वारा नाक या मुँह से ली जाने वाली हवा।

साँस में ऑक्सीजन की मात्रा अधिक होती है।
दम, श्वास, साँस, सांस

ଅର୍ଥ : ନାକ ବା ମୁହଁଦ୍ୱାରା ପ୍ରାଣୀମାନଙ୍କର ବାୟୁ ଗ୍ରହଣ କରିବାର ପ୍ରକ୍ରିୟା

ଉଦାହରଣ : ଶ୍ୱାସ ଓ ପ୍ରଶ୍ୱାସ ଶ୍ୱସନ କ୍ରିୟାର ଅନ୍ତର୍ଗତ

ସମକକ୍ଷ : ଶ୍ୱାସ

नाक या मुँह से प्राणियों के हवा खींचने की क्रिया।

श्वास और प्रश्वास श्वसन क्रिया में निहित हैं।
अंतःश्वसन, अन्तःश्वसन, आश्वास, श्वास, श्वास ग्रहण, श्वास लेना, साँस भरना, साँस लेना, सांस खींचना, सांस भरना, सांस लेना

The act of inhaling. The drawing in of air (or other gases) as in breathing.

aspiration, breathing in, inhalation, inspiration, intake