ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ୟାମଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ୟାମଳ   ବିଶେଷଣ

ଅର୍ଥ : ଯେଉଁଥିରେ ଜୀବନଶକ୍ତି ରହିଛି

ଉଦାହରଣ : ଜଳ ସିଞ୍ଚନ କଲେ ଗ୍ରୀଷ୍ମଦିନେ ବି ଗଛଲତା ସବୁଜ ରହେ

ସମକକ୍ଷ : ସବୁଜ

जो मुरझाया न हो या जिसमें जीवन शक्ति हो।

सिंचाई करने से गर्मी में भी पौधे हरे हैं।
हरा

Characterized by abundance of verdure.

verdant

ଅର୍ଥ : ଟିକିଏ କଳା ବା ଫିକା କଳା

ଉଦାହରଣ : କୃଷ୍ଣ ଶ୍ୟାମଳ ବର୍ଣ୍ଣର ଥିଲେ

ସମକକ୍ଷ : ଶ୍ୟାମ

कुछ-कुछ काला या हल्का काला।

कृष्ण साँवले थे।
श्याम, श्यामल, साँवरिया, साँवला, साँवलिया, सावरिया