ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରୀରାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ରୀରାମ   ବିଶେଷ୍ୟ

ଅର୍ଥ : ରାଜା ଦଶରଥଙ୍କ ଯେଉଁ ପୁତ୍ରଙ୍କୁ ଭଗବାନଙ୍କ ଅବତାର ଭାବେ ଗ୍ରହଣ କରାଯାଏ

ଉଦାହରଣ : ପ୍ରତ୍ୟେକ ହିନ୍ଦୁ ଶ୍ରୀରାମଙ୍କ ପୂଜା କରନ୍ତି

ସମକକ୍ଷ : ଜାନକୀରମଣ, ଦାଶରଥୀ, ରଘୁନନ୍ଦନ, ରଘୁନାୟକ, ରଘୁବୀର, ରଘୁରାଜ, ରାମଚନ୍ଦ୍ର, ସୀତାପତି