ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରାବଣପୂର୍ଣ୍ଣିମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଶ୍ରବଣା ନକ୍ଷତ୍ର ଯୁକ୍ତ ଶ୍ରାବଣ ମାସର ପୂର୍ଣ୍ଣିମା

ଉଦାହରଣ : ଗହ୍ମାପୂର୍ଣ୍ଣିମାରେ ରାକ୍ଷୀବନ୍ଧା ଉତ୍ସବ ପାଳନ କରାଯାଏ

ସମକକ୍ଷ : ଗହ୍ମାପୂର୍ଣ୍ଣିମା, ରାକ୍ଷୀପୂର୍ଣ୍ଣିମା, ଶ୍ରାବଣୀ

श्रवण नक्षत्र युक्त सावन के महीने की पूर्णिमा।

श्रावणी को रक्षाबंधन का त्योहार मनाया जाता है।
श्रावणी