ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରାଦ୍ଧକ୍ରିୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ରାଦ୍ଧକ୍ରିୟା   ବିଶେଷ୍ୟ

ଅର୍ଥ : ଯେଉଁ ବିଧି ଶାସ୍ତ୍ର ଅନୁସାରେ ପୂର୍ବପୁରୁଷଙ୍କପାଇଁ କରାଯାଇଥାଏ

ଉଦାହରଣ : ପିତୃପକ୍ଷରେ ପନ୍ଦର ଦିନ ପର୍ଯ୍ୟନ୍ତ ଶ୍ରାଦ୍ଧ କରାଯାଏ

ସମକକ୍ଷ : ଶ୍ରାଦ୍ଧ, ଶ୍ରାଦ୍ଧକର୍ମ

वह जो शास्त्र विधि के अनुसार पितरों के उद्देश्य से किया जाता है।

पितृपक्ष में पन्द्रह दिनों तक श्राद्ध किया जाता है।
श्राद्ध, श्राद्धकर्म