ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାରି ସଙ୍ଗେ ପ୍ରେମ ବା ସ୍ନେହ କରିବା ବା ସଂପର୍କ ରଖିବା
ଉଦାହରଣ : ମାଆ ବଡ଼ ଭାଈଙ୍କୁ ସବୁଠୁ ବେଶୀ ଆଦର କରନ୍ତି
ସମକକ୍ଷ : ଆଦର କରିବା, ସ୍ନେହ କରିବା
किसी के साथ प्रेम या स्नेह करना या लगाव रखना।
Look at attentively.
ଅର୍ଥ : ପ୍ରେମ ପ୍ରକଟ କରିବା
ଉଦାହରଣ : ସେ ତାଙ୍କ ପିଲାଙ୍କୁ ବହୁତ ଭଲ ପାଆନ୍ତି
ସମକକ୍ଷ : ଭଲ ପାଇବା, ସ୍ନେହ କରିବା
प्यार करना।
Be enamored or in love with.
ସଂସ୍ଥାପନ କରନ୍ତୁ