ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଦର କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଦର କରିବା   କ୍ରିୟାପଦ

ଅର୍ଥ : କାହାରି ସଙ୍ଗେ ପ୍ରେମ ବା ସ୍ନେହ କରିବା ବା ସଂପର୍କ ରଖିବା

ଉଦାହରଣ : ମାଆ ବଡ଼ ଭାଈଙ୍କୁ ସବୁଠୁ ବେଶୀ ଆଦର କରନ୍ତି

ସମକକ୍ଷ : ଶ୍ରଦ୍ଧା କରିବା, ସ୍ନେହ କରିବା

किसी के साथ प्रेम या स्नेह करना या लगाव रखना।

माँ बड़े भैया को सबसे ज्यादा मानती हैं।
मानना

Look at attentively.

consider, regard

ଅର୍ଥ : କାହାର ଆଦର ସତ୍କାର କରିବା

ଉଦାହରଣ : ଆମେ ବଡ଼ମାନଙ୍କୁ ସମ୍ମାନ କରିବା ଉଚିତ

ସମକକ୍ଷ : ସମ୍ମାନ କରିବା

किसी का आदर-सत्कार करना।

हमें अपने बड़ों का सम्मान करना चाहिए।
आदर करना, आदरना, कदर करना, कद्र करना, सम्मान करना