ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୋଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୋଷଣ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁଆଦିକୁ ଅବଶୋଷିତ କରିବାର ପ୍ରକ୍ରିୟା

ଉଦାହରଣ : ଗଛବୃଚ୍ଛ ଭୂମିରୁ ଜଳ ତଥା ସାର ଶୋଷଣ କରନ୍ତି

ସମକକ୍ଷ : ଅବଶୋଷଣ

किसी वस्तु आदि को अवशोषित करने की प्रक्रिया।

पेड़ पौधे भूमि से जल तथा खाद का अवशोषण अपनी जड़ों से करते हैं।
अवशोषण, शोषण

(chemistry) a process in which one substance permeates another. A fluid permeates or is dissolved by a liquid or solid.

absorption, soaking up

ଅର୍ଥ : କାମଦେବଙ୍କ ଏକ ବାଣ

ଉଦାହରଣ : କାମଦେବଙ୍କ ହାତରେ ଶୋଷଣ ବାଣ ସୁସଜ୍ଜିତ ହୋଇଛି

ସମକକ୍ଷ : ଶୋଷଣ ବାଣ

कामदेव का एक बाण।

कामदेव के हाथ में शोषण सुसज्जित है।
केशट, शोषण

ଅର୍ଥ : ଦୁର୍ବଳ ବା ଅଧୀନସ୍ଥ ବ୍ୟକ୍ତିଙ୍କ ପରିଶ୍ରମ, ଆୟ ଆଦିରୁ ଅନୁଚିତ ଲାଭ ଉଠାଇବାର କ୍ରିୟା

ଉଦାହରଣ : ଠିକାଦାର ଶ୍ରମିକମାନଙ୍କୁ ଶୋଷଣ କରି ନିଜ ଲାଭ ଉଠାଉଛି

दुर्बल या अधीनस्थ के परिश्रम, आय आदि से अनुचित लाभ उठाने की क्रिया।

ठेकेदारों द्वारा मजदूरों का अवशोषण हो रहा है।
अवशोषण, दोहन, शोषण

An act that exploits or victimizes someone (treats them unfairly).

Capitalistic exploitation of the working class.
Paying Blacks less and charging them more is a form of victimization.
exploitation, using, victimisation, victimization