ଅର୍ଥ : କୌଣସି କମ୍ପାନୀଦ୍ୱାରା ବାହାର କରାଯାଇଥିବା ପୁଞ୍ଜିର ଯେଉଁ ଭାଗ ଲୋକମାନଙ୍କ ନିବେଶପାଇଁ ପ୍ରଯୁଜ୍ୟ
ଉଦାହରଣ :
ଦିନେଶ ରିଲାୟନସ୍ କମ୍ପାନୀର ଶେୟାର କିଣିଲା
ଅର୍ଥ : କୌଣସି ଧନ୍ଦାରେ ବନିଯୋଗ କରାଯାଉଥିବା ପୁଞ୍ଜିର ଯେଉଁ ଭାଗକୁ ସେଥିସହ ସଂପୃକ୍ତ ପ୍ରତ୍ୟେକ ବ୍ୟକ୍ତି ଲଗାଇଥାନ୍ତି
ଉଦାହରଣ :
ଇନଫୋସିସର ଶେୟାରର ଦାମ ବହୁତ ବଢ଼ିଯାଇଛି