ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୃଙ୍ଗୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୃଙ୍ଗୀ   ବିଶେଷ୍ୟ

ଅର୍ଥ : ଗୋଟିଏ କାହାଣୀ ଅନୁସାରେ ଦଶରଥଙ୍କ ଜ୍ୱାଇଁ ଭାବେ ପରିଚିତ ହେଉଥିବା ଜଣେ ଋଷି

ଉଦାହରଣ : ଥରେ ରାଜା ପରୀକ୍ଷିତ ଶୃଙ୍ଗୀଙ୍କ ଗଳାରେ ମଲା ସାପ ଝୁଲାଇ ଦେଇଥିଲେ,ଯେଉଁଥିରେ କ୍ରୋଧିତ ହୋଇ ଶୃଙ୍ଗୀ ଋଷି ଶାପ ଦେଇଥିଲେ

ସମକକ୍ଷ : ଋଷ୍ୟଶୃଙ୍ଗ, ଶୃଙ୍ଗୀ ଋଷି

एक पौराणिक ऋषि जो एक कथा के अनुसार दशरथ के दामाद थे।

एक बार राजा परीक्षित ने शृंगी के गले में मरा हुआ साँप लपेट दिया था जिससे क्रोधित होकर शृंगी ऋषि ने शाप दे दिया था।
ऋष्यशृंग, शृंगी, शृंगी ऋषि

A mentor in spiritual and philosophical topics who is renowned for profound wisdom.

sage

ଶୃଙ୍ଗୀ   ବିଶେଷଣ

ଅର୍ଥ : ଯେଉଁଥିରେ ଶିଙ୍ଗ ଅଛି ବା ମିଳେ

ଉଦାହରଣ : ଗାଈ ଏକ ଶିଙ୍ଗଯୁକ୍ତ ପ୍ରାଣୀ

ସମକକ୍ଷ : ଶିଙ୍ଗଦାର, ଶିଙ୍ଗଯୁକ୍ତ, ସିଙ୍ଗଯୁକ୍ତ

जिसमें सींग हो या पाया जाता हो।

गाय एक सींगदार पशु है।
विषाणी, शृंगयुक्त, शृंगी, सींगदार, सींगी

Having a horn or horns or hornlike parts or horns of a particular kind.

Horned viper.
Great horned owl.
The unicorn--a mythical horned beast.
Long-horned cattle.
horned