ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୂଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୂଳୀ   ବିଶେଷ୍ୟ

ଅର୍ଥ : ଲୁହା ଆଦିର ମୂନିଆ ଦଣ୍ଡ ବା ସେହିଭଳି କିଛି ଅନ୍ୟ ଜିନିଷ ଯାହାଉପରେ ବସାଇ ବା ଝୁଲାଇ ପ୍ରାଚୀନ କାଳରେ ଅପରାଧୀକୁ ପ୍ରାଣଦଣ୍ଡ ଦିଆଯାଉଥିଲା

ଉଦାହରଣ : ଇଂରେଜମାନେ ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶୂଳୀରେ ଚଢ଼ାଇଥିଲେ

लोहे आदि का वह नुकीला डंडा या इसी तरह की कोई और चीज जिसपर बैठा या लटकाकर प्राचीनकाल में अपराधियों को प्राणदंड दिया जाता था।

अंग्रेजों ने अनेक स्वतंत्रता सेनानियों को सूली पर चढ़ाया।
शूली, सलीब, सूली

A wooden structure consisting of an upright post with a transverse piece.

cross