ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୂନ୍ୟବୃତ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୂନ୍ୟବୃତ୍ତି   ବିଶେଷ୍ୟ

ଅର୍ଥ : ସନ୍ଦେହଯୁକ୍ତ ଆମଦାନୀ

ଉଦାହରଣ : ତାହାର ଶୂନ୍ୟବୃତ୍ତି ଓ ଖର୍ଚ୍ଚର କୌଣସି ସମ୍ପର୍କ ନାହିଁ

ଅର୍ଥ : ପ୍ରତିବନ୍ଧକ ନଥିବା ଆୟ

ଉଦାହରଣ : ଆମ ଦେଶରେ ଅନେକ ଲୋକ ଶୂନ୍ୟବୃତ୍ତିରେ ବଞ୍ଚନ୍ତି

वह आमदनी जो बँधी-बँधाई न हो या अनिश्चित हो।

हमारे देश में लाखों लोग आकाशवृत्ति पर ही जिंदा रहते हैं।
अनिश्चित जीविका, आकाश-वृत्ति, आकाशवृत्ति

The financial gain (earned or unearned) accruing over a given period of time.

income

ଶୂନ୍ୟବୃତ୍ତି   ବିଶେଷଣ

ଅର୍ଥ : ଶୂନ୍ୟବୃତ୍ତି ଯାହାର ସାହାରା

ଉଦାହରଣ : କେତେ ଯେ ଶୂନ୍ୟବୃତ୍ତି ଶ୍ରମିକ ଏଠାରେ ଅଧା ପେଟ ଖାଇ ଜୀବନଯାପନ କରୁଛନ୍ତି

ସମକକ୍ଷ : ଶୂନ୍ୟ-ବୃତ୍ତି

जिसे आकाशवृत्ति का ही सहारा हो।

कितने ही आकाशवृत्तिक मज़दूर यहाँ आधा पेट खाकर ही जीते हैं।
आकाश-वृत्ति, आकाश-वृत्तिक, आकाशवृत्ति, आकाशवृत्तिक