ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶୁଭ ସୂଚକ ପରିଚାୟକ ହୋଇଥିବା ଶକୁନ
ଉଦାହରଣ : ରାମ ଜନ୍ମ ସମୟରେ ଅଯୋଧ୍ୟାରେ ଶୁଭ ଲକ୍ଷଣ ଦେଖାଯାଇଥିଲା
ସମକକ୍ଷ : ଶୁଭ ଲକ୍ଷଣ, ଶୁଭ ସଙ୍କେତ
ऐसा शकुन जो शुभ का परिचायक हो।
ଅର୍ଥ : କୌଣସି ବିଶେଷ କାମର ଆରମ୍ଭରେ ଦେଖାଯାଉଥିବା ଶୁଭ କିମ୍ବା ଅଶୁଭ ଲକ୍ଷଣ
ଉଦାହରଣ : ସ୍ତ୍ରୀମାନଙ୍କର ବାମ ଆଖି ଡେଇଁବା ଶୁଭ ଲକ୍ଷଣ ଓ ପୁରୁଷମାନଙ୍କର ବାମ ଆକ୍ଷି ଡେଇଁବା ଅଶୁଭ ଲକ୍ଷଣ ଭାବେ ଗ୍ରହଣ କରାଯାଏ
ସମକକ୍ଷ : ଭଲ ଲକ୍ଷଣ, ଶୁଭ ଲକ୍ଷଣ
किसी विशेष कार्य के आरंभ में दिखाई देने वाले शुभ या अशुभ लक्षण।
A sign of something about to happen.
ସଂସ୍ଥାପନ କରନ୍ତୁ