ଅର୍ଥ : ଶୁଭ ସୂଚକ ପରିଚାୟକ ହୋଇଥିବା ଶକୁନ
ଉଦାହରଣ :
ରାମ ଜନ୍ମ ସମୟରେ ଅଯୋଧ୍ୟାରେ ଶୁଭ ଲକ୍ଷଣ ଦେଖାଯାଇଥିଲା
ସମକକ୍ଷ : ଶୁଭ ଶକୁନ, ଶୁଭ ସଙ୍କେତ
ଅର୍ଥ : ଯାହାର ଭବିଷ୍ୟତରେ ସୁଯୋଗ ପାଇବାର ଆଶା ବା ଭଲ ଲକ୍ଷଣଯୁକ୍ତ
ଉଦାହରଣ :
ସେ ବହୁତ ସୁଲକ୍ଷଣ ବାଳକ
ସମକକ୍ଷ : ଉତ୍ତମ ଲକ୍ଷଣ, ସୁଲକ୍ଷଣ