ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୁଭାଗମନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୁଭାଗମନ   ବିଶେଷ୍ୟ

ଅର୍ଥ : କୌଣସି ମାନ୍ୟ ବା ପ୍ରିୟ ଲୋକ ଆସିବା ପରେ ଆଗେଇ ଯାଇ ଆଦର ପୂର୍ବକ କରାଯାଉଥିବା ଅଭିନନ୍ଦନ

ଉଦାହରଣ : ରାମଙ୍କର ଅଯୋଧ୍ୟା ଆଗମନ ପରେ ଅଯୋଧ୍ୟାବାସୀମାନେ ତାଙ୍କର ଭବ୍ୟ ସ୍ୱାଗତ କଲେ

ସମକକ୍ଷ : ଅଭ୍ୟର୍ଥନା, ସ୍ୱାଗତ

किसी मान्य या प्रिय के आने पर आगे बढ़कर आदरपूर्वक किया जाने वाला अभिनंदन।

राम के अयोध्या आगमन पर अयोध्यावासियों ने उनका भव्य स्वागत किया।
अगवाई, अगवान, अगवानी, अगौनी, अभ्यागम, इस्तकबाल, इस्तिकबाल, स्वागत

The act of receiving.

receipt, reception