ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୁଦ୍ଧି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୁଦ୍ଧି   ବିଶେଷ୍ୟ

ଅର୍ଥ : କୌଣସି ଅପବିତ୍ର ବସ୍ତୁକୁ ପବିତ୍ର କରିବା ବା କୌଣସି ଧର୍ମଚ୍ୟୁତ ବ୍ୟକ୍ତିକୁ ଧର୍ମରେ ମିଶାଇବା ପାଇଁ ବା ତାଙ୍କୁ ଧାର୍ମିକ କରିବାପାଇଁ କରାଯାଉଥିବା ଧାର୍ମିକ କୃତ୍ୟ

ଉଦାହରଣ : ଏହି ଆଶ୍ରମକୁ ଆସୁଥିବା ଲୋକଙ୍କର ଶୁଦ୍ଧି ଆବଶ୍ୟକ

किसी अपवित्र वस्तु को पवित्र करने या किसी धर्म-च्यूत व्यक्ति को फिर से धर्म में मिलाने या उसे धार्मिक बनाने के लिए किया जाने वाला धार्मिक कृत्य।

इस आश्रम में आने वालों की शुद्धि आवश्यक है।
शुद्धि

The prescribed procedure for conducting religious ceremonies.

ritual

ଅର୍ଥ : ଶ୍ରାଦ୍ଧ ଅନ୍ତର୍ଗତ ପିଣ୍ଡଦାନର ବେଦୀ ଉପରେ ସଜାଇ ରଖା ଯାଇଥିବା କୁଶ ଉପରେ ଜଳ ଛିଞ୍ଚି ଶୁଦ୍ଧ କରିବା

ଉଦାହରଣ : ପୁରିହିତ ପୁଅର ଶୁଦ୍ଧି କାର୍ଯ୍ୟ ସମ୍ପର୍ଣ୍ଣ କଲେ

श्राद्ध के अंतर्गत पिंडदान की वेदी पर बिछाए हुए कुशों पर जल सींचने का संस्कार।

पंडितजी ने पुत्र से अवनेजन का कार्य सम्पन्न करवाया।
अवनेजन

Any customary observance or practice.

rite, ritual

ଅର୍ଥ : କୌଣସି ମୁସଲମାନ ସାଧୁ ବା ମହାତ୍ମାଙ୍କ ମୃତ୍ୟୁ ଦିବସର କ୍ରିୟାକର୍ମ

ଉଦାହରଣ : ସୁଫି ଫକୀରଙ୍କ ଶୁଦ୍ଧିକ୍ରିୟାରେ ଲକ୍ଷଲୋକ ସମ୍ମିଳିତ ହୋଇଥିଲେ

ସମକକ୍ଷ : ଶୁଦ୍ଧିକ୍ରିୟା

किसी मुसलमान साधु या पीर के मृत्यु दिवस का कृत्य।

सूफी फकीर के उर्स में लाखों लोग सम्मलित हुए।
उर्स