ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୁଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୁଣା   ବିଶେଷଣ

ଅର୍ଥ : ଯାହା ଶୁଣା ଯାଇଛି

ଉଦାହରଣ : ମୋର ଅପାଠୁଆ ବୁଢ଼ୀମା’ ମୋତେ ଶୁଣିଥିବା କାହାଣୀ ଶୁଣାଉଥିଲେ

ସମକକ୍ଷ : ଶୁଣିଥିବା, ଶ୍ରୁତ

जो सुना गया हो।

मेरी अनपढ़ दादी माँ हमें सुनी हुई कथाएँ सुनाती थीं।
आकर्णित, आश्रुत, श्रुत, सुना, सुना हुआ

Detected or perceived by the sense of hearing.

A conversation heard through the wall.
heard